jackie shroff slap anil kapoor
Bollywood

ଜାକି ସରାଫ କାହିଁକି ଅନିଲ କପୁରଙ୍କୁ ମାରିଥିଲେ ୧୭ଟି ଚାପୁଡ଼ା ?

ଜାକି ସରାଫଙ୍କ ଠାରୁ ୧୭ଟି ଚାପୁଡ଼ା ଖାଇଥିଲେ ଝକାସ ଅଭିନେତା ଅନିଲ କପୁରଙ୍କୁ ଗଣି ଗଣି ୧୭ ଥର ଚାପୁଡ଼ା ମାରିଥିଲେ ଜାକି ସରାଫ । ଏହି ଘଟଣାଟି ଘଟିଥିଲା ୧୯୮୯ ମସହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ପରିନ୍ଦେ’ର ସୁଟିଂ ସମୟରେ। ପ୍ରକୃତରେ ଘଟଣା କଣ କି ଅନିଲ କପୁରଙ୍କୁ ସମସ୍ତ ଜିନିଷରେ ଶ୍ରେଷ୍ଠ ଦରକାର ହୋଇଥାଏ। ଏଣୁ ନିର୍ଦ୍ଦେଶକ ବିନୋଦ ଚୋପ୍ରାଙ୍କ ଦ୍ୱାରା ସିନଟି ମଞ୍ଜୁର ହେବା ପରେ ମଧ୍ୟ ଶ୍ରେଷ୍ଠ ସଟ୍‌ ପାଇଁ ଜାକିଙ୍କୁ ବାରମ୍ବାର ଚାପୁଡ଼ା ମାରିବା ପାଇଁ କହିଥିଲେ ଅନିଲ । ଏହି ବିଷୟରେ ଖୋଦ ଜାକି ‘ବିଏଫଏଫ ଉଥ୍‌ ଭୋଗ’ ସୋ ରେ ଉଲ୍ଲେଖ କରିଛନ୍ତି।