Bollywood

କାହିଁକି ଡେନିୟାଲ ଆଡଲ୍ଟ ଅଭିନେତ୍ରୀ ସନିଲିଅନି ଙ୍କୁ ବିବାହ କରିଥିଲେ ?

ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ 13 ବର୍ଷ ବୟସ ରୁ ହିଁ ସନି ଏପରି ଖପରା ଅଭ୍ୟାସ ରେ ଲିପ୍ତ ଥିଲେ I ବର୍ତମାନ ସନି ଯେତେବେଳେ ବି ତାଙ୍କ କାମ ରୁ ଫ୍ରି ହେଇ ମିଡ଼ିଆ ସମୁଖ କୁ ଆସିଥାନ୍ତି ତ ସର୍ବଦା ନିଜ ଅତୀତ ଜୀବନ ବିଷୟ ରେ ହିଁ ଚିନ୍ତା କରିଥାନ୍ତି I
ଯଦି ଆମେ ଆଲୋଚନା କରିବା ସନି ଓ ତାଙ୍କ ସ୍ୱାମୀ ଡାନିୟାଲ ଙ୍କ ବିଷୟ ରେ ଥିବା ପ୍ରେମ କାହାଣୀ ର ତ ସେ ସମୟ ରେ ଦିନେ ସେ ତାଙ୍କ ସାଙ୍ଗ ଙ୍କ ସହ ଛୁଟି ରେ ବୁଲିବାକୁ ଯାଇଥିଲେ ଏବଂ ସେଠାରେ ସେ ପ୍ରଥମେ ଡାନିୟାଲ ଙ୍କୁ ଦେଖା ହେଇଥିଲେ I
ଡାନିୟାଲ ଯେତେବେଳେ ପ୍ରଥମେ ସନି ଙ୍କୁ ଦେଖିଲେ ତ ପ୍ରଥମ ଦେଖା ରେ ହିଁ ତାଙ୍କୁ ପ୍ରେମ ହେଇଯାଇଥିଲା I
ଏବଂ ଯେବେ ଦୁହେଁ ଏକାଠି ଦେଖା ହେଇ କଥା ହେଲେ ତ ସେ ଜାଣିଶୁଣି ସୋଇପଡ଼ିଥିଲେ କିନ୍ତୁ ଡାନିୟାଲ ସେଠାରେ ଠିଆ ହେଇ ରହିଥିଲେ Iଡାନିୟାଲ ଙ୍କ ର ପ୍ରକୃତ ପ୍ରେମ ଦେଖି ସନି ଙ୍କ ର ମନ ପରିବର୍ତନ ହେଇଥିଲା ଏବଂ ତା ପରେ ତାଙ୍କୁ ଡାନିୟାଲ ଙ୍କ ସହ ପ୍ରେମ ହେଇଯାଇଥିଲା ଏବଂ ଏହା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇଥିଲେ I