why-95-male-are-not-interested-prefer-use-condom-odia-zamana
Lifestyle

ଜାଣନ୍ତୁ କାହିଁକି? ୯୫% ପୁରୁଷ CONDOM ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି ନାହିଁ

ସମ୍ବୋଗ ମନୁଷ୍ୟ ଜୀବନରେ ଏକ ଅଂଶ ପାଲିଟିଥିବା ବେଳେ ଏହାକୁ ସବୁବେଳେ ସୁରକ୍ଷିତ କରିବା ଉଚିତ । ତେବେ ଆଜି ମଧ୍ୟ ଭାରତରେ ସମ୍ବୋଗ ଏବଂ CONDOM ବିଷୟରେ ଖୋଲାରେ କଥାହେବା ପାଇଁ ପସନ୍ଦ କରିନଥାନ୍ତି ।

ବ୍ୟବହାର କରିବା କିମ୍ବା ଏହା ବିଷୟରେ କଥା ହେବା କୌଣସି ପ୍ରକାରର ଅପରାଧ ନୁହଁ। ଏଣୁ DUREX CONDOM କମ୍ପାନୀ ସୋସିଆଲ ମିଡ଼ିଆରେ କାହିଁକି ଭାରତୀୟ ପୁରୁଷ CONDOM ବ୍ୟବହାର କରିବା ପାଇଁ ଭଲପାଆନ୍ତି ନାହିଁ ଏନେଇ ଏକ ଗବେଷଣା କରିଥିଲେ । ଏହି ସର୍ଭେରେ ଲକ୍ଷାଧିକ ଲୋକ ଭାଗ ନେଇଥିଲେ ମଧ୍ୟ କିଛିଙ୍କର ଉତ୍ତର ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଆମେ ବର୍ତ୍ତମାନ ଆପଣଙ୍କୁ ସେହି କାରଣ ମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ ।

What’s happening India, we want to know why?

Posted by Durex on Sunday, March 4, 2018

ପୁରୁଷ CONDOM ବ୍ୟବହାର କରିବାର କାରଣ ହେଉଛି ,ଏଥିରେ ଗୋଲଗପା (ଗୁପ୍‌ଚୁପ୍‌) କିମ୍ବା ବିରିୟାନୀ ସ୍ୱାଦ ନଥାଏ। ଅଥବା ବୋଧ ହୁଏ ୯୫ ପ୍ରତିଶତ ପୁରୁଷଙ୍କ ପାଖରେ ସଠିକ ସାଥି ରହିନାହାନ୍ତି ।