News

କନ୍ୟା ପିତାକୁ ଅଡୁଆ ହେଲା ବରର ଦାଢି ! କାହିଁକି ,ପଢନ୍ତୁ ଏହି ଖବର

ଦିନକୁ ଦିନ ସମୟ ଯେମିତି  ବଦଳି ଚାଲିଛି, ସେମିତି ଲୋକଙ୍କର ଚାଲି ଚଳନ ଓ ବେଶ ଭୂଷାରେ ମଧ୍ୟ ପରିବର୍ତ୍ତନ ଘଟୁଛିା ଆଜିକାଲି ବାହାଘରରେ ବର ଅନେକ ଆଡଂବର କରି ଆସୁଛିା କିଏ ଖୁସିରେ ବରଯାତ୍ରୀଙ୍କ ସହ ନାଚି ନାଚି କନ୍ୟା ଘରକୁ ଆସୁଛୁ ତ କିଏ ମଦ ପିଇ ମତୁଆଲା ହେଇ ଆସୁଛିା ଆଉ ଏଥିପାଇଁ ବେଳେବେଳେ ବାହାଘର ଭାଂଗିଯାଉଛିା ଏବେ ଭୋପାଳରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛିା ଜଣେ ଯୁବକଙ୍କୁ ବିବାହରେ ଦାଢି ରଖିବା ମହଙ୍ଗା ପଡ଼ିଛି । ବିବାହ କରିବାକୁ ଯାଇ ତାଙ୍କୁ ନିଜ ଦାଢ଼ି କାଟିବାକୁ ପଡ଼ିଛି । ବାହାଘର ଦିନ ବର ବେଶରେ କନ୍ୟା ଘରେ ପହଞ୍ଚିବା ପରେ ତାଙ୍କୁ ଏପରି କରିବାକୁ କୁହାଯିବ ବୋଲି ବୋଧହୁଏ କେହି ଭାବି ନଥିବୋ

ପଢନ୍ତୁ  ଫିଟିଲା ଶ୍ରୀଦେବୀଙ୍କ ମୃତ୍ୟୁର ରହସ୍ୟ

ସୂଚନା ଅନୁସାରେ , ବାହାଘର ପାଇଁ ବେଦୀ ସଜା ସରିଥିଲ।। ବର ଧୁମଧାମରେ ବରଯାତ୍ରୀ ଶୋଭାଯାତ୍ରା ନେଇ କନ୍ୟା ଘରେ ପହଞ୍ଚିଥିଲା । କିନ୍ତୁ ବେଦୀକୁ ଯିବା ପୂର୍ବରୁ ଝିଅକୁ ବାହା ଦେବେ ନାହିଁ ବୋଲି କନ୍ୟାର ବାପା ଅଡ଼ି ବସିଲେ । ହଠାତ୍ କ’ଣ ହେଲା ବୋଲି ସମସ୍ତେ ପଚାରିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିଲା । କନ୍ୟାର ଜଣେ ସମ୍ପର୍କୀୟ ବର ଦାଢ଼ିକୁ ଦେଖି କ’ଣ ଏମିତି ପାଗଳ ପରି ଦେଖାଯାଉଛି ବୋଲି କହିବାରୁ କନ୍ୟାର ବାପାଙ୍କୁ କଥା ଭଲ ଲାଗୁଲାନିା ସେ ତୁରନ୍ତ ଏହି ସର୍ତ୍ତ ରଖିଥିଲେ ଯେ ବର ପ୍ରଥମେ ତାର ଦାଢି କାଟୁ,ତାପରେ ମୋ ଝିଅର ବାହାଘର କରିବିା କନ୍ୟାର ବାପାଙ୍କର ଏଭଳି ସର୍ତ୍ତ ଶୁଣିବା ପରେ ବର ଏପରି  କରି ପାରିବ ନାହିଁ ବୋଲି ମନା କରିଦେଲା ।

ପଢନ୍ତୁ  Branded ପୋଷାକର କଳା ରହସ୍ୟ !! ଜାଣିବେ ଯଦି ବ୍ରାଣ୍ଡେଡ ପିନ୍ଧିବା ଛାଡ଼ିଦେବେ

ଶୁଭବେଳା ଗଡିଚାଲିଲା । କେହି କାହା ଜିଦିରୁ ହଟିଲେ ନାହିାଁ ବର ତାର ଦାଢି କାଟିବାକୁ ମନା କରିଦେଲ।। ପରିବାରେଓା ସଂପର୍କୀୟ ଲୋକେ ସମସ୍ୟାରେ ପଡିଲୋ ଶେଷରେ ପୁଲିସକୁ ଡକାହେଲ।। ପୁଲିସ୍୍ ଆସି ବରକୁ ବହୁତ ବୁଝାଇଲା ପରେ , ବାହାଘର ହେଲ।। କନ୍ୟା ପିତା ଖୁସି ହେùଲ ।