Bollywood

ଟେଲିଭିଜନ ଅଭିନେତ୍ରୀ ଯିଏ ପାର କରିଛନ୍ତି BOLDNESS ର ସୀମା

ବର୍ତ୍ତମାନର ଟେଲିଭିଜନ ଅଭିନେତ୍ରୀ ବଲିଉଡ଼ ଅଭିନେତ୍ରୀଙ୍କ ଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି । ଟେଲିଭିଜନରେ ଅଧିକ ଟଙ୍କା ଥିବାରୁ ଏବେ ଅନେକ ବଲିଉଡ଼ କଳାକାର ମଧ୍ୟ ଟେଲିଭିଜନ ମୁହାଁ ହେଉଥିବାର ଦେଖାଯାଉଛି। ଏବେ ଦୁନିଆ ଡ଼ିଜିଟାଲ ହେବା ସହ ଲୋକଙ୍କର ମଧ୍ୟ WEB SERIES ପ୍ରତି ଭଲପାଇବା ବଢ଼ିବାରେ ଲାଗିଛି। ଏପରି ମଧ୍ୟ କିଛି WEB SERIES ରହିଛି ହେଉଁଥିରେ ଟେଲିଭିଜନ ଅଭିନେତ୍ରୀ BOLDNESSର ସମସ୍ତ ସୀମା ପାର କରିଛନ୍ତି । ସୁଟିଂ ସମୟରେ ଏହିଭଳି ମୂହୂର୍ତ୍ତ ଆସିଛି ଯେଉଁଥିରେ ଧାରାବାହିକର ନିର୍ଦ୍ଦେଶକଙ୍କୁ ମଧ୍ୟ ସୁଟିଂ କରିବା ପାଇଁ ଲାଜ ଲାଗିଛି । ଆସନ୍ତୁ ଜାଣିବା ସେହିଭଳି କିଛି WEB SERIES ଏବଂ ଅଭିନେତ୍ରୀଙ୍କ ବିଷୟରେ ।

ଜି ଟିଭିର ପ୍ରସାରିତ ହେଉଥିବା ଜମାଇ ରାଜା ଧାରାବାହିକର ମୁଖ୍ୟ ଚରିତ୍ର ରୋଶନୀ ଦେଖାଯାଉଥିବା ଅଭିନେତ୍ରୀ ନିଆ ଶର୍ମା ତାଙ୍କର BOLD ଅନ୍ଦାଜ ପାଇଁ ବହୁ ଚର୍ଚ୍ଚିତ । ଧାରାବାହିକରେ ତାଙ୍କ ଅଭିନୟର ଅନେକ ପ୍ରଂଶସକ ରହିଛନ୍ତି । ତେବେ ଧାରାବାହିକରେ ତାଙ୍କର ଅନେକ INTIMATE ସିନ୍‌ ରହିଥିଲା । ନିଆ ଏପରି ଭାବେ ସେହି ସିନ୍‌ ଗୁଡ଼ିକୁ ଦେଇଥିଲେ ଯାହା ନିର୍ଦ୍ଦେଶକଙ୍କୁ ଦେଖି ଲାଜ ଲାଗିଯାଇଥିଲା ।ଏହା ଛଡ଼ା ନିକଟରେ TWEESTED ନାମକ ଏକ WEB SERIES ରେ ନିଆଙ୍କର ଅନେକ BOLD ସିନ୍‌ ଦେଖିବାକୁ ପଡ଼ିଥିଲା । ସେଥିରେ ସେ BOLDNESSର ସମସ୍ତ ସୀମା ପାର କରିଦେଇଥିଲେ ।

ପଢନ୍ତୁ  ବଲିଉଡ ଟାଇଗର ଙ୍କୁ ମଶାର ଭୟ

ଅନେକ ଧାରାବାହିକରେ ବୋହୁ ଚରିତ୍ରରେ ଦର୍ଶକଙ୍କ ମନ ଜିଣିଥିବା ସଞ୍ଜିଦା ଶେଖ ନିକଟରେ ମହେଶ ଭଟ୍ଟଙ୍କ WEB SERIES ଗେହେରାଇୟାଁରେ ନଜର ଆସିଥିଲେ । ଏହି ସମୟରେ ଏକ ସିନ୍‌ କରୁଥିବା ସମୟରେ ହଠାତ୍‌ ସେ TOPLESS ହୋଇଯାଇଥିଲେ । ଏହାଦେଖି ସେଠାରେ ଉପସ୍ଥିତ ଥିବା କ୍ୟୁ କିଛି ବୁଝି ପାରିନଥିଲେ ଏବଂ ସୁଟିଂ କିଛି ସମୟ ପାଇଁ ଅଟକି ଯାଇଥିଲା ।

ଜି ଟିଭିରେ ପ୍ରସାରିତ ହେଉଥିବା କବୁଲ ହୈ ଧାରାବାହିକ ନିଶ୍ଚିତ ଭାବେ ଆପଣଙ୍କର ମନେ ଥିବ । ଏଥିରେ ମୁଖ୍ୟ ଚରିତ୍ର ଅଭିନୟ କରିଥିବା ସୁରଭି ନିଜର ଆଖିରେ ହିଁ ସମସ୍ତଙ୍କୁ ଆକର୍ଷତ କରାଇଥାନ୍ତି । ଏଥିରେ ତାଙ୍କର ଅଭିନେତାଙ୍କର ସହିତ ଅନେକ INTIMATE ସିନ୍‌ ରହିଥିଲା । ଯାହା କିଛି ଦର୍ଶକଙ୍କୁ ଭଲ ଲାଗିଥିବା ବେଳେ କିଛି ନିଜର ଚ୍ୟାନେଲ ପରିବର୍ତ୍ତନ କରିଦେଇଥିଲେ ।