Lifestyle

ଆପଣ ନବବିବାହିତ କି ? ନିହାତି ଏହାକୁ ଜାଣନ୍ତୁ

ବାହାଘରର ବ୍ୟସ୍ତତା ଭିତରେ ନବଦମ୍ପତି ଠିକ୍ ରେ ଖାଇପାରିନଥାନ୍ତି । ଭୋକ ଲାଗୁଥିଲେ ବି ଭୋକିଲା ରହିବାକୁ ହୋଇଥାଏ । ଆଉ କଣ ହୁଏନା , ଯେତେବେଳେ ବାହାଘର ସରିଯାଏ, ସେମାନେ ପେଟ ଭରି ଖାଇବାକୁ ଇଚ୍ଛା କରିଥାନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ଫଳରେ ଅନେକ ସମସ୍ୟା ଦେଖା ଦିଏ । ଯାହାକି ପୁରା ରାତିକୁ ନଷ୍ଟ କରିଦିଏ । ଏମିତି ଅସୁବିଧା ହେବା ଆପଣ ଯଦି ଆଗକୁ ବିବାହ କରିବାକୁ ଯାଉଛନ୍ତି ତ , ଏହାକୁ ଭଲରେ ପଢି ଦିଅନ୍ତୁ –
ବାହାଘର ପରେ ନବଦମ୍ପତ୍ତି ନିଜର ଥକାପଣ ହଟେଇବା ପାଇଁ ଖୁବ୍ ଖାଇଥାନ୍ତି। କିନ୍ତୁ ସେ ଏକଥା ସହ ଜମା ବି ଅବଗତ ନଥାନ୍ତି ଯେ ଏଣୁତେଣୁ ଖାଇବା ଦ୍ୱାରା ତାଙ୍କର କଣ କ୍ଷତି ହୋଇଥାଏ। ଏଥିପାଇଁ ନିଶ୍ଚୟ ପଢନ୍ତୁ ଏହି ଟିପ୍ସ –

ପଢନ୍ତୁ  ଫଳ କିଣିବାକୁ ଯିବା ପୂର୍ବରୁ ସେଥିରେ ଲାଗିଥିବା ଷ୍ଟିକର କ’ଣ ସୂଚାଏ ଜାଣି ରଖନ୍ତୁ?

ସୋଡା – ଯଦି ଆପଣ ବାହାଘରର ଭାରି ଭୋଜନ ପରେ ସୋଡା ପିଉଛନ୍ତି ତେବେ ଆପଣଙ୍କ ସେକ୍ସ ଲାଇଫ ଉପରେ ପ୍ରଭାବ ପଡିବ। ସୋଡା ପିଇବା ଦ୍ୱାରା ଆପଣଙ୍କର ଓଜନ ଏବଂ ମୁଡ ବଦଳିଥାଏ।

ଛେନା- ଛେନାରେ ଖୁବ୍ ଅଧିକ ଫ୍ୟାଟ ରହିଥାଏ ଏବଂ ଏହା ପୁରୁଷଙ୍କୁ କ୍ଷତି ପହଞ୍ଚାଇଥାଏ। ଏହା ଶରୀରରେ ବିଷାକ୍ତ ପଦାର୍ଥ ନିର୍ମାଣ କରିଥାଏ। ଏହି କାରଣରୁ ପୁରୁଷ ଏବଂ ମହିଳାଙ୍କର ଅନେକ ସେକ୍ସ ହର୍ମୋନ ତିଆରି ହେବା ବନ୍ଦ ହୋଇଯାଏ। ତେଣୁ ଏହି ଖାଇବାକୁ ଅଣଦେଖା କରନ୍ତୁ।

ମିଣ୍ଟ- ଆପଣ ମୁହଁର ଦୁର୍ଗନ୍ଧରୁ ରକ୍ଷା ପାଇବା ପାଇଁ ମିଣ୍ଟ ଖାଇଥାନ୍ତି। କିନ୍ତୁ ଏହି ମିଣ୍ଟ ଦ୍ୱାରା ଆପଣଙ୍କ କାମବାସନା ପ୍ରଭାବିତ ହୋଇଥାଏ। ମିଣ୍ଟରେ ଥିବା ମେଥାଲ କାରଣରୁ କାମନା ଭାବନା ହ୍ରାସ ପାଇଥାଏ।

ପଢନ୍ତୁ  ଭାରତରେ : ଅବିବାହିତ ମହିଳା ବ୍ୟବହାର କରୁଛନ୍ତି ଅଧିକ ମାତ୍ରାରେ କଣ୍ଡୋମ

କର୍ଣ୍ଣଫ୍ଲେକ୍ସ-ଯଦି ବାହାଘରର ପ୍ରଥମ ରାତିକୁ ଆନନ୍ଦମୟ କରିବା ପାଇଁ ଚାହୁଁଛନ୍ତି ତାହାଲେ ଆପଣଙ୍କୁ କର୍ଣ୍ଣଫ୍ଲେକ୍ସକୁ ବାଏ ବାଏ କରିବାକୁ ହେବ। କାରଣ ଏହା ଆପଣଙ୍କ ସେକ୍ସ ଲାଇଫ ପାଇଁ ଖୁବ୍ ଅସୁବିଧା ଆଣିପାରେ।