elina
Ollywood

ଇସ୍କ ପୁଣି ଥରେ କରିବେ ଏଲିନା

ଓଲିଉଡ଼ରେ ଇସ୍କ ତୁ ହି ତୁ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଏଲିନା ସାମାନ୍ତରାଏ ପୁଣି ଥରେ ଇସ୍କ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ ପୁଣି ଆଉ କିଏ ନୁହଁ ଅଭିନେତା ଅରିନ୍ଦମଙ୍କ ସହ । ଆଜ୍ଞା ହଁ, ଖୁବ ଶୀଘ୍ର ବଡ଼ ପରାଦାରେ ନଜର ଆସିବା ପାଇଁ ଯାଉଛନ୍ତି ଇସ୍କ ପୁଣିଥରେ ଫିଲ୍ମରେ । ଏହି ଫିଲ୍ମଟି ଇସ୍କ ତୁ ହି ତୁର ଦ୍ୱିତୀୟ ସଂସ୍କରଣ ହୋଇଥାଇ ପରେ ବୋଲି ଜଣାପଡ଼ୁଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର କେବଳ ଗୋଟିଏ ପୋଷ୍ଟର ଏବଂ ଟିଜର ରିଲିଜ୍ ହୋଇଛି । ତେବେ ପୋଷ୍ଟରରେ ଖୁବ୍ ରୋମାଷ୍ଟିକ୍ ଅନ୍ଦାଜରେ ଦେଖାଯାଉଛନ୍ତି ଅଭିନେତା ଏବଂ ଅଭିନେତ୍ରୀ ।  ତେବେ ଫିଲ୍ମ ଇସ୍କ ପୁଣିଥରେଟି ତରଙ୍ଗ ପ୍ରଡ଼କ୍ସନ୍ରେ ପ୍ରସ୍ତୁତ ହେବାକୁ ଯାଉଛି । ତେବେ ଗଣେଷ ପୂଜାରେ ରିଲିଜ୍ ହେବାକୁ ଯାଉଛି ।

Ishq fever has started again.. 🧡 #thisganeshpuja #aturnearesttheatres

A post shared by Elina⭐️ (@rayelinasamantaray) on