Bollywood

ନଗ୍ନ ଅବସ୍ଥାରେ ଦେଖାଦେଲେ ସର୍ଲିନ୍‌ ଚୋପ୍ରା

ଆଜିକାଲି ଅନେକ ବଲିଉଡ଼ ଅଭିନେତ୍ରୀ ଅନେକ ବୋଲ୍ଡ ଫଟୋ ସୁଟ କରି ଚର୍ଚ୍ଚାର ବିଷୟ ହେଉଛନ୍ତି । ପ୍ରାୟତଃ ଅଧିକ ଚର୍ଚ୍ଚାର ବିଷୟ ପାଲିଟିଥାଏ ଅଭିନେତ୍ରୀ ମାନଙ୍କର ନ୍ୟୁଡ଼ ଫୋଟସୁଟ । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡ଼ର hot ଏବଂ glamorous ଅଭିନେତ୍ରୀ ସର୍ଲିନ ଚୋପ୍ରା । ବିଗତ କିଛି ଦିନ ହେବ ସର୍ଲିନ୍‌ ସୋସିଆଲ ମିଡ଼ିଆରୁ ବହୁତ ଦୂରରେ ରହିଥିଲେ ।

ତେବେ ସେ ନିକଟରେ ତାଙ୍କର ଇଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିବା ନ୍ୟୁଡ଼ ଫଟୋ ଏବଂ ଭିଡ଼ିଓକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲିଟିଥିଲେ । ସାର୍ଲିନ ଏହି ଭିଡ଼ିଓ ଏବଂ ଫଟୋ ନ୍ୟୁଡ଼ ଅବସ୍ଥାରେ ଏକ ଟେଡ଼ି ସହ ବସିଥିବାର ଦେଖାଯାଇଛନ୍ତି ।

ସର୍ଲିନ୍‌ ଏହି ଫଟୋ ସୁଟ ସମୟରେ ଏକ ଭିଡ଼ିଓ ମଧ୍ୟ ପୋଷ୍ଟ କରିଥିଲେ । ଏଥିରେ ସେ ଟେଡ଼ି ସହ ବସିବା ସହ ସାଓ୍ଵାରରେ ଥିବାର ଭିଡ଼ିଓ ପୋଷ୍ଟ କରିଥିଲେ । ସର୍ଲିନ ଏହି ଭିଡ଼ିଓରେ ନଗ୍ନ ଅବସ୍ଥାରେ ଦେଖାଯାଉଛନ୍ତି ।