News

ମାଗଣାରେ DTH ସେବା ଯୋଗାଇବ ରିଲାଏନ୍ସ ,ଆଜି ସକାଳ 10 ଟାରୁ Booking ଆରମ୍ଭ

ଡିଟିଏଚ ଗ୍ରାହକଙ୍କ ପାଇଁ ଖୁସିଖବର । ଅନୀଲ ଅମ୍ବାନି ଡିଟିଏଚ କ୍ଷେତ୍ରରେ ଏକ ଆକର୍ଷଣୀୟ ଅଫର ଆରମ୍ଭ କରିଛନ୍ତି । ଅନୀଲଙ୍କ ରିଲାଏନ୍ସ ବିଗ୍ ଟିଭି ୧୩୦ କୋଟି ଭାରତୀୟଙ୍କ ମନୋରଂଜନ ପାଇଁ ମାଗଣାରେ ଏଚଡି କ୍ୱାଲିଟି ଚ୍ୟାନେଲ୍ ଦେଖିବାର ସୁବିଧା ଆଣିଦେଇଛି ।Web Site Link for Booking:- www.reliancedigitaltv.com

ରିଲାଏନ୍ସ ବିଗ୍ ଟିଭି ଉଭୟ ୫୦୦ରୁ ଅଧିକ ଫ୍ରି ଚ୍ୟାନେଲ ୫ ବର୍ଷ ପାଇଁ ଓ ପେ ଚ୍ୟାନେଲମାନଙ୍କୁ ୧ବର୍ଷ ପାଇଁ ମାଗଣାରେ ସେବା ଯୋଗାଇ ଦେବ।  ଏହାର ପ୍ରି-ବୁକିଂ ମାର୍ଚ୍ଚ ୧ରେ ରିଲାଏନ୍ସ ବିଗ୍ ଟିଭି ୱେବସାଇଟ୍ ରେ ସକାଳ ୧୦ ଟାରୁ ଖୋଲାଯିବ ସେଟ୍ ଅପ୍ ବକ୍ସ ରିସିପ୍ଟ ଓ ଆଉଟ୍ ଡୋର୍ ୟୁନିଟରେ ୧୫୦୦ ଟଙ୍କା ପ୍ରଦାନ କରି ଗ୍ରାହକମାନେ ୧ ବର୍ଷ ପାଇଁ ଏଚଡି ଚ୍ୟାନେଲ୍ ଓ ୫୦୦ଟି ଏଫଟିଏ ଚ୍ୟାନେଲ୍ ମାଗଣାରେ ୫ ବର୍ଷ ପାଇଁ ପାଇପାରିବେ ।