Ollywood

ସୁନ୍ଦରଗଡ଼ ସଲମାନ୍‌ ଖାନ୍‌ଙ୍କ ନୂଆ ସାୟରୀ ରଜ ବଜାରରେ ମଚାଇଲା ଧମାଲ୍‌

ବେଶ ଧୁମ୍‌ଧାମ୍‌ରେ ତିିନି ଦିନର ରଜ ମହୋତ୍ସବ ଶେଷ ହୋଇଛି। ରଜରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଭିନ୍ନ ଭିନ୍ନ ସ୍ୱାଦର ରିଲିଜ୍‌ ହେବା ସହ ଦର୍ଶକଙ୍କ ମନକୁ ବହୁତ ପସନ୍ଦ ମଧ୍ୟ ଆସୁଛି । ସିନେମା ହଲ୍‌କୁ ଅନେକ ପ୍ରକାରର ସିନେମା ଆସିଥିଲେ ମଧ୍ୟ ସୁନ୍ଦରଗଡ଼ର ସଲମାନ୍‌ ଓରଫ ବାବୁସାନ୍‌ ଦର୍ଶକଙ୍କ ମନ ଜିଣିଥିବା ଜଣାପଡ଼ିଛି। ସିନେମାରେ ତାଙ୍କ ବିପକ୍ଷ ନଜର ଆସିଛନ୍ତି ନବାଗତ ନାୟିକା ଦିବ୍ୟା।

ବାବୁସାନ୍‌ଙ୍କ ଅନ୍ୟ ଚଳଚ୍ଚିତ୍ରର ଭଳି ଏହାର ଗୀତ ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି , ଖାସ୍‌ କରି ନୂଆ ସାୟରୀ ଗୀତଟି। ତେବେ ସଫଳତାର ସହ ଆଗକୁ ବଢ଼ିଥିବା ଚଳଚ୍ଚିତ୍ର ଆଗକୁ ମଧ୍ୟ ସୁପରହିଟ ହେବାର ମଧ୍ୟ ସଂପୂର୍ଣ୍ଣ ସମ୍ଭାବନା ରହିଛି। ତେବେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ଅଶୋକ ପତି ରହିଥିବା ବେଳେ ସଂଙ୍ଗୀତ ସଂଯୋଜନା କରିଛନ୍ତି ।