ollywood
Ollywood

ଓଲିଉଡ଼଼କୁ ଘାରିଛି musically, tiktok ଏବଂ viva videoର ନିଶା

ଆଜିକାଲିର ସୋସିଆଲ ମିଡ଼ିଆର ଦୁନିଆରେ କେବଳ ଟିଭି, ରେଡ଼ିଓ ମନୋରଞ୍ଜନର ମାଧ୍ୟମ ହୋଇ ରହିନାହାନ୍ତି । ଲୋକ ନିଜକୁ ଏବଂ ନିଜ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାର ଅନେକ ନୂତନ ରାସ୍ତା ଖୋଲିଛି ସୋସିଆଲ ମିଡ଼ିଆ । ଏଥି ମଧ୍ୟରେ ଗୋଟିଏ ରହିଛି musically, tiktok ଏବଂ viva ଭିଡ଼ିଓ । ଏଥିରେ କଳାକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଗୀତ, ଡ଼ାଏଲୋଗ ଆଦିର ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି । ଯାହାକୁ ଅନେକ ଲୋକ ଦେଖିବା ସହ ଲାଇକ୍ ଓ ଶେୟାର ମଧ୍ୟ କରୁଛନ୍ତି । ଏବେ ଏହି ଟ୍ରେଣ୍ଡ୍ ସାମିଲ ହୋଇଛନ୍ତି ଓଲିଉଡ଼ କଳାକାର। ନିତିଦିନ ଅନେକ କଳାକାର ନିଜର  ଭିଡ଼ିଓ ପୋଷ୍ଟ କରି ପାଉଛନ୍ତି ତାଙ୍କ ଦର୍ଶକ ତଥା ପ୍ରଶଂସକଙ୍କ ଭଲ ପାଇବା । ଆସନ୍ତୁ ଦେଖିବା କିଏ କିଏ ସାମିଲ ଅଛନ୍ତି ଏହି ତାଲିକାରେ ।

@ratul911 🍏

A post shared by prakrutimishra (@prakrutimishra) on

A post shared by elli padhi (@ellipadhi) on