Ollywood

ସୋସିଆଲ ମିଡ଼ିଆରେ ମିଛ ସ୍ୱରାଜ

ଲୈଲାଙ୍କ ସହ ଲଭଷ୍ଟୋରୀ କରିବା ମଧ୍ୟରେ ସୋସିଆଲ ମିଡ଼ିଆରେ ମିଛ ହୋଇ ରହିଯାଇଛନ୍ତି ସ୍ୱରାଜ  ।  ଫେସବୁକ ଏବଂ ଇଷ୍ଟାଗ୍ରାମରେ ଦେଖାଯାଇଛି ଓଲିଉଡ଼ର ନବାଗତ ନାୟକ ସ୍ୱରାଜ ବାରିକଙ୍କ ମିଛ (ଫେକ) ଆଇଡ଼ି । ନିଜେ ସ୍ୱରାଜ ଫେସବୁକ ଏବଂ ଇଷ୍ଟାଗ୍ରାମରେ ଲାଇଭ ଭିଡ଼ିଓ ପ୍ରସ୍ତୁତ କରି ଦର୍ଶକଙ୍କୁ ଏହା ବିଷୟରେ ସୁଚନା ପ୍ରଦାନ କରିଛନ୍ତି  । ଏଞ୍ଜଲ ପ୍ରିୟାର ଫେସବୁକରେ ଆଧାର ଲିଙ୍କ୍ କରୁକରୁ ନିଜ ଆଇଡ଼ିକୁ ଆଧାର ଲିଙ୍କ କରିବା ପାଇଁ ଭୁଲି ଗଲେ ସ୍ୱରାଜ ।

ସୋସିଆଲ ମିଡ଼ିଆରେ ତାଙ୍କର ଅନେକ ପ୍ରଶଂସକଙ୍କ ଦ୍ୱାରା ନିର୍ମିତ ଆଇଡ଼ି (ଫ୍ୟାନପେଜ) ରହିଛି । କିଛି ପ୍ରଶଂସକ ଏହି ଆଇଡ଼ି ପ୍ରସ୍ତୁତ କରିବା ସହ ସ୍ୱରାଜଙ୍କ ନାମ ର୍ଦୁବ୍ୟବହାର କରି ଲୋକଙ୍କଠାରୁ ଟଙ୍କା ଆଦାୟ କରିବା ସହ ବହୁତ ଖରାପ କଥା କହିଛନ୍ତି  । ସ୍ୱରାଜ ତାଙ୍କ ଭିଡ଼ଓରେ ତାଙ୍କର ଅଫିସିଆଲ ଆଇଡ଼ି ଦେବା ସହ ମିଛ ଆଇଡ଼ି ଗୁଡ଼ିକୁ ଅନଫୋଲୋ କରିବା ପାଇଁ ଅନୁରୋଧ କରିଛନ୍ତି  ।

ପଢନ୍ତୁ  ବ୍ରଜରାଜ ମୁଭିଜ୍‌ର ଏକ ଚଳଚ୍ଚିତ୍ରରୁ ବାହାରିବା ପରେ କାମ କରିନାହାନ୍ତି ବର୍ଷା ପ୍ରିୟଦର୍ଶିନୀ

ସ୍ବରାଜଙ୍କ Official ID ଜାଣିବାପାଇଁ Click କରନ୍ତୁ

 

#Share_This !!
Want to discuss about the most problematic topic!!!
#Fake_ids_of_mine

Posted by Swaraj Barik on Tuesday, 27 February 2018