Nawazuddin Siddiqui
Bollywood

ନବାଜ୍‌ଉଦ୍ଦିନଙ୍କ ଜୀବନୀ ପୁସ୍ତକ ‘ଆନ୍‌ ଅର୍ଡିନାରୀ ଲାଇଫ୍’ ରହିଛି ଅନେକ ରୋଚକ ତଥ୍ୟ

ବଜରଙ୍ଗୀ ଭାଇଜାନ୍‌’, ‘ଗ୍ୟାଙ୍ଗସ୍ଅଫ୍ବାସେପୁର୍‌’ ଲଞ୍ଚ୍ବକ୍ସଭଳି ସୁପର୍ହିଟ୍ଫିଲ୍ମରେ କାମ କରିଥିବା ନବାଜଉଦ୍ଦୀନ୍ସିଦ୍ଦିକିଙ୍କ ବାୟୋଗ୍ରାଫିଆନ୍ଅର୍ଡିନାରୀ ଲାଇଫ୍ରେ ଅନେକ ନୂତନ ତଥ୍ୟ ଜାଣିବାକୁ ମିଳିଛି କିନ୍ତୁ, ଏହି ବହିର କିଛି ରୋମାଞ୍ଚକ ତଥ୍ୟ ଉପରେ ଚର୍ଚ୍ଚା ଜୋରଧରିଛି ଏକ ୱେବ୍ସାଇଟ୍ରେ ନବାଜଉଦ୍ଦିନ୍ ନିହାରୀକା ସିଂହ ମଧ୍ୟରେ ଥିବା ସଂପର୍କ ବିଷୟରେ କୁହାଯାଇଛି ବହିର ଏକ ସମ୍ଭରେ କୁହାଯାଇଛି ଯେ ନବାଜଉଦ୍ଦିନ୍ନିହାରୀକାଙ୍କୁ ଯୌନ ସଂପର୍କ ପାଇଁ ବ୍ୟବହାର କରୁଥିଲେ

୨୦୧୨ରେ ଆସିଥିବାମିସ୍ଲବ୍ଲୀରେ ଦୁଇ ଜଣ ପ୍ରଥମେ କାମ କରିଥିଲେ ଏହି ଫିଲ୍ମର ସୁଟିଂ ଚାଲିଥିବା ସମୟରେ ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା ଏହା ପରେ ଥରେ ନବାଜ୍ନିହାରୀକାଙ୍କୁ ତାଙ୍କ ହାତର ମଟନ୍ତରକାରୀ ଖାଇବାକୁ ନିମନ୍ତ୍ରଣ କରିଥିଲେ ନିହାରୀକା ମଟନ୍ଖାଇ ବହୁତ ବାଃ ବାଃ ମଧ୍ୟ କରିଥିଲେ ନିହାରୀକା ମଧ୍ୟ ଥରେ ନବାଜ୍ଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ ଏହାରି ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସଂପର୍କ କିନ୍ତୁ, ନବାଜ୍ସବୁବେଳେ ନିହାରିକାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରୁଥିଲେ ଏହା ଜାଣି ପାରି ନିହାରୀକା ନବାଜଙ୍କୁ ଛାଡ଼ି ଦେଇଥିଲେ ବୋଲି ନବାଜ୍ନିଜେ ଏହା କହିଛନ୍ତି