Special Report

ଗଛରେ ଫୁଟୁଛି ନାରୀ ଆକୃତୀର ଫୁଲ

ପ୍ରକୃତିର କି ଅଦ୍ଭୂତ କରିସ୍ମା । କେବେ ଆପଣ ଦେଖିଛନ୍ତି ଏମିତି ଫୁଲ ଗଛ ।ଯେଉଁ ଗଛର ଫୁଲ ଦେଖିବାକୁ ମହିଳାଙ୍କ ଶରୀର ଭଳି । ଜଣେ ମହିଳାର ଉଲଗ୍ନ
ଶରୀରର ଭ୍ରମ ସୃଷ୍ଟିହେବ । ଫୁଲର ନାଁ  ନାରୀଲତା । ପ୍ରତି ୨୦ ବର୍ଷ ଅନ୍ତରରେ ଏହା ଫୁଟିଥାଏ ।

ହିମାଳୟର ପାର୍ବତ୍ୟାଂଚଳରେ ଏହି ଫୁଲକୁ ଦେଖିବାକୁ ମିଳିଥାଏ । ଏହି ଫୁଲକୁ ନେଇ ସୋସିଆଲ ମିଡିଆ , ବିଭିନ୍ନ ୱେବ୍‌ସାଇଟ୍‌ରେ ଭାଇରାଲ । ଏହାକୁ ଦେଖିବା ପାଇଁ ଯେତିକି ମଜାଦାର । ତା’ଠାରୁ ବେଶୀ ଆଶ୍ଚର୍ଯ୍ୟକର । ଏମିତି ମହିଳା ଶରୀର ଆକୃତିର ଫୁଲ ଫୁଟୁଛି । ପୁଣି ଆମ ଭାରତରେ ।