Lifestyle

ପ୍ୟାଣ୍ଟ ପକେଟରେ ମୋବାଇଲ ରଖିଲେ ହୋଇପାରନ୍ତି ନପୁଂସକ

ମୋବାଇଲ ଫୋନର ବେଶୀ ବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ନିକଟରେ ଜଣେ ବ୍ରିଟିଶ୍ ଫର୍ଟିଲିଟି ଏକ୍ସପର୍ଟଙ୍କ ଦ୍ୱାରା ଅଧ୍ୟୟନ କରାଯାଇଥିବା ଏକ ତଥ୍ୟରୁ ଜଣାପଡିଛି ପୁରୁଷଙ୍କ ଉପରେ ଏହାର ପ୍ରଭାବ ଅଧିକା ପଡିଥାଏ । ମୋବାଇଲ ଫୋନ ବ୍ୟବହାର ଦ୍ୱାରା ପୁରୁଷର ସ୍ପର୍ମ ନଷ୍ଟ ହୋଇଥାଏ । ଯେଉଁ ବ୍ୟକ୍ତି ଗୋଟିଏ ଦିନରେ ଅତିକମରେ ୧ ଘଣ୍ଟା ବି ମୋବାଇଲ ବ୍ୟବାହର କରୁଥାନ୍ତି ,ତାଙ୍କର ସ୍ପର୍ମ ନଷ୍ଟ ହେବାର ସମ୍ଭାବନା ରହିଛି ଏବଂ ଏହାର ସ୍ତର ମଧ୍ୟ କମୁଛି ।

ପ୍ୟାଂଟ ପକେଟରେ ଅଣ୍ଡକୋଷ ପାଖରେ କିମ୍ବା ଅଂଟା ତଳକୁ ଯଦି ମୋବାଇଲ ରଖୁଛନ୍ତି । ତେବେ ସ୍ପର୍ମ ସ୍ତରରେ ଏତେ ହ୍ରାସ ଘଟିବ ଯେ ଆପଣ କଳ୍ପନା କରିପାରିବେନି । ମୋବାଇଲର ଶକ୍ତିଶାଳୀ ରେଡିଏସନର ସିଧା ପ୍ରଭାବ ପଡିଥାଏ । ଫଳରେ ନପୁଂସକ ହେବାର ସମ୍ଭାବାନା ଖୁବ୍ ଅଧିକ ଅଛି  । ଏହା ଏବେ ଖୁବ୍ ଚିନ୍ତାଜନକ ବିଷୟ ପାଲଟିଲାଣି । ଏକ ଅନୁଧ୍ୟାନରୁ ଜଣାପଡିଛି ୧୦୦ରୁ ଅଧିକ ପୁରୁଷ ଏକ ବର୍ଷରେ ଫର୍ଟିଲିଟି କ୍ଲିନିକ ଯାଉଛନ୍ତି ।

ପଢନ୍ତୁ  ବିବାହ ପୂର୍ବରୁ ପୁଅ-ଝିଅ ନିଜ ଭିତରେ ଏହି ୫ଟି କଥା ଚର୍ଚ୍ଚା କରିବା ଦରକାର

ଆହୁରି ପଢନ୍ତୁ: ଡାକ୍ତରମାନେ ପ୍ରେସକ୍ରିପସନରେ କାହିଁକି ଲେଖନ୍ତି ଖରାପ ଲେଖା ?

ଆହୁରି ପଢନ୍ତୁ: ସିଗାରେଟ୍ ଠାରୁ ଅଧିକ କ୍ଷତିକାରକ ଧୂପକାଠି ଧୂଆଁ !