Lifestyle

କିସ୍‌ କରୁଛନ୍ତି କି? ହୋଇପାରେ ଏହି ସାଙ୍ଘାତିକ ରୋଗ

କୁହାଯାଏ ଚୁମ୍ୱନ ବା କିସ୍‌ ସମ୍ପର୍କକୁ ସୁଦୃଢ କରିଥାଏ। କିସ୍‌ କରିବା ଦ୍ୱାରା ମନକୁ ଖୁସି ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କିସ୍‌ କରିବା ଦ୍ୱାରା କିସିଂ ରୋଗ ବା mononucleosis disease ରୋଗ ହୋଇଥାଏ। ଏହି ରୋଗ ଲାଳ ମାଧ୍ୟମରେ ଜଣେ ବ୍ୟକ୍ତିରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ କରିଥାଏ। ଅଇଁଠା ଖାଇବା ବା ପାଣି ପିଇବା ଦ୍ୱାରା ମଧ୍ୟ ଏହି ରୋଗ ହେବାର ଆଶଙ୍କା ରହିଛି।

ଆହୁରି ପଢନ୍ତୁ: କମ୍ ବୟସର ଯୁବକଙ୍କୁ ବେଶୀ ପସନ୍ଦ କରନ୍ତି ମହିଳା

ଶରୀରରେ Epstein–Barr virus(EBV) ଭୂତାଣୁ ଦ୍ୱାରା ଏହି ରୋଗ ହୋଇଥାଏ। ଏହି ଭାଇରସ୍‌ ଶରୀରରେ mononucleosis ସଂକ୍ରମଣକୁ ଆମନ୍ତ୍ରଣ କରିଥାଏ। ଏହି ସଂକ୍ରମଣ ଲାଳ ଦ୍ୱାରା ମଣିଷକୁ ହୋଇଥାଏ। ଏହି ଭାଇରସ କାରଣରୁ ଲିଭର ସମସ୍ୟା, ହେପାଟାଇଟିସ୍‌, ଜଣ୍ଡିସ୍‌ ଓ ଆନେମିଆ ପରି ଭୟଙ୍କର ରୋଗ ହେବାର ଆଶଙ୍କା ରହିଛି। କିସିଂ ରୋଗ ହେଲେ ଦେହରେ ଜ୍ୱର ଲାଗି ରହିବା, ମୁଣ୍ଡ ବିନ୍ଧା, ଗଳା ଦରଜ ହେବା, ଶରୀର କୁଣ୍ଡାଇ ହେବା ପରି ଲକ୍ଷଣ ଦେଖାଦେଇଥାଏ।

ପଢନ୍ତୁ  Breakup ପରେ ଯୁବତୀ ମନରେ ଉଙ୍କିମାରେ ଏହି ସବୁ ପ୍ରଶ୍ନ

ଆହୁରି ପଢନ୍ତୁ: ଏହି କାରଣରୁ ଟଙ୍କାଟିଏ କମାଇ ଧାର୍ଯ୍ୟ କରାଯାଇଥାଏ ବସ୍ତୁଗୁଡିକର ଦାମ୍