Special Report

Body Builder ସୁନ୍ଦରୀ ଯୁବତୀ, ପୁରୁଷ ପରି ବନେଇଛନ୍ତି 6 Pack

ସୋସିଆଲ ମିଡ଼ିଆ ବର୍ତ୍ତମାନ ସମସ୍ତଙ୍କ ଜୀବନର ଏକ ଅବିଚ୍ଚିନ୍ନ ଅଂଶ ପାଲିଟିଯାଇଛି। ତେବେ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ସୁନ୍ଦର କଣ୍ଡେଇ ଭଳି ମୁହଁ ଥିବା ଝିଅର ଭିଡ଼ିଓ ଏବଂ ଫଟୋ ଭାଇରାଲ ହେଉଛି ।

ଝିଅଟିର ମୁହଁ ସୁନ୍ଦର ହେଖାଯାଉଥିଲେ ମଧ୍ୟ ଅପଣ ତାଙ୍କର ଶରୀର ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଆମେ କହୁଛୁ ସୋସିଆଲ ମିଡ଼ିଆ ଇଷ୍ଟାଗ୍ରାମର ଭାଇରାଲ ହୋଇଥିବା ଜୁଲିଆ ଓ୍ଵିନ୍ସଙ୍କ ବିଷୟରେ । ଜୁଲିଆଙ୍କ ମସ୍ଲସ୍‌ ଦେଖି କିଛି ସମୟ ପାଇଁ ସଲମାନ ମଧ୍ୟ ଲାଜେଇ ଯିବେ । ତେବେ ଜୁଲିଆ ତାଙ୍କର ଶରୀର ଏବଂ ମୁହଁକୁ ଦେଖି ସୋସିଆଲ ମିଡ଼ିଆରେ ନିଜର ନାମକରଣ ‘ମସ୍ଲସ୍‌ ବାର୍ବି’ ରଖିଛନ୍ତି ।

Happy New Year 🎊 . #musclebarbie

A post shared by Julia Vins | Muscle Barbie (@julia_vins) on

୧୫ ବର୍ଷ ବୟସରେ ଜିମ କରିବା ଆରମ୍ଭ କରିଥିବା ଜୁଲିଆ ୨୦ ବର୍ଷରେ ବିଶ୍ୱ ପାଓ୍ଵାରଲିଫଟିଂ କଗ୍ରେଂସରେ ୨୧୫ କିଲୋ ଓଜନ ଉଠାଇ ରେକର୍ଡ଼ କରିଥିଲେ । ଜୁଲିଆଙ୍କ ଅନୁଯାୟୀ ଜଣେ ଝିଅ ସୁନ୍ଦର ଏବଂ ନର୍ମ ରହି ମଧ୍ୟ ଜିମରେ ବଡ଼ି ବିଲଡ଼ିଂ କରିହେବ ।

☺️ #XcoreNutrition

A post shared by Julia Vins | Muscle Barbie (@julia_vins) on