sleepy
Special Report

ପୂରା ନିଦ ପରେ ମଧ୍ୟ ନିଦୁଆ ଅନୁଭବ ହେଉଛି କି ଆପଣାନ୍ତୁ ଏହି ଉପାୟ

କାର୍ଯ୍ୟବ୍ୟସ୍ତତା ପାଇଁ ବର୍ତ୍ତମାନ ବ୍ୟକ୍ତି ସଠିକ୍‌ ପରିମାଣର ଶୋଇ ପାରୁନାହାନ୍ତି । ଏହା ଛଡ଼ା ଏପରି ମଧ୍ୟ କିଛି ବ୍ୟକ୍ତି ରହିଛନ୍ତି ଯେଉଁ ମାନେ ସଠିକ ପରିମାଣର ପୂରା ନିଦ ଶୋଇବା ପରେ ମଧ୍ୟ ତାଙ୍କୁ ନିଦୁଆ ଏବଂ ଥକାପଣ ଅନୁଭୂତ ହୋଇଥାଏ । ଆସନ୍ତୁ ଜାଣିବା ଏହାକୁ ଦୂର କରିବାର କିଛି ଘରୋଇ ଏବଂ ସହଜ ଉପାୟ ଯାହା ଦ୍ୱାରା ଆପଣଙ୍କ ନିଦ ପୂରା ହେବା ସହ ଆପଣଙ୍କ ସତେଜ ଅନୁଭୂତ ହେବ ।

ଅତ୍ୟାଧିକ ପାଣି ପିଅନ୍ତି :
ଶରୀରରେ ଜଳୀୟଅଂଶର ମାତ୍ରାର କମ ରହିବା ଦ୍ୱାରା ନିଦର ମାତ୍ରା କମ ହୋଇଥାଏ । ଏଣୁ ଦିନରେ ୮-୯ଗ୍ଲାସ ପାଣି ନିଶ୍ଚିତ ଭାବେ ଗ୍ରହଣ କରନ୍ତୁ । ଯଦି ସମ୍ବବ ତେବେ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତୁ ।

ପଢନ୍ତୁ  ଭାରତର ଏହି ମନ୍ଦିରରେ ଗୋଟେ ରାତି ବିତାଇଲେ ହୋଇପାରିବେ ଗର୍ଭବତୀ !

ଥଣ୍ଡା ପାଣିରେ ସ୍ନାନ କରନ୍ତୁ :
ସକାଳୁ ଶୀଘ୍ର ଉଠି ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ଠିକ୍‌ ରହିଥାଏ ।