News

ଓଡିଶା ପୁଅ କୁ ବାହା ହେଲେ ଇଂଲଣ୍ଡ ଝିଅ

କୁହାଯାଏ ବାହାଘର ଏକ ପବିତ୍ର ବନ୍ଧନ ଆଉ ଆମେ ଯେତେ ଚାହିଁଲେ ବି ତାହା ଆଗରୁ ଲେଖା ସାରିଛି କିଏ ହେବ ଜୀବନ ସାଥି , ତେବେ ଜ୍ଞାନରଞ୍ଜନ ଆଉ ଜିଓରଜିଆ ଦୁହେଁ ନିଆରା ପ୍ରେମ ର ନିଆରା ଉଦାହରଣ ପାଲଟିଛନ୍ତି ! ଗଂଜାମ ର ଜ୍ଞାନରଞ୍ଜନ ହାତ ଧରିଥିଲେ ଇଂଲଣ୍ଡ ର ଜିଓରଜିଆ ଏଲୀଯବେଥ ! ପ୍ରଥମ ଦେଖାରେ ହିଁ ସେମାନେ ଦୁହେଁ ଦୁହିଁକୁ ପସନ୍ଦ କରିଥିଲେ !

ବାହାଘର ପୂର୍ବରୁ ୨୦୧୪ରେ ସେମାନେ ପୁରୀ ଜିଲ୍ଲା ରେ କୋର୍ଟ ମେରେଜ କରିଥିଲେ , ୨ବର୍ଷପରେ ସେମାନେ ନିଜ ଭବିଷ୍ୟତ ଆଉ ସମ୍ପର୍କ କୁ ଆଗକୁ ବଢେଇବା ପାଇଁ ବିଚାର କରିଥିଲେ ! ଜିଓରଜିଆ ଙ୍କ ସହମତରେ ହିନ୍ଦୁ ରୀତି ନୀତି ରେ ଦୁହିଁଙ୍କ ପରିବାରର ଉପସ୍ତିତିରେ ବିବାହ ସମ୍ପର୍ଣ୍ଣ ହେଲା ! ଜିଓରଜିଆ ଙ୍କୁ ଆମ ହିନ୍ଦୁ ସଂସ୍କୃତି ପରମ୍ପରା ତାଙ୍କୁ ଆକୃଷ୍ଟ କରିଥିଲା I ବର୍ତମାନ ଦୁହେଁ Uk ରେ ବସବାସ କରୁଛନ୍ତି , ଆଉ ଆଗକୁ ଭାରତକୁ ଫେରି ଆସିବାର ଯୋଜନା ରଖିଛନ୍ତି I