Ollywood

ଏଲିନା Love କରନ୍ତି ଏହି Cricketer ଙ୍କୁ

ଓଲିଉଡ଼ର ଚୁଲବୁଲି ନାୟିକା ଏଲିନା ଅଭିନୟ ଜଗତରେ ଏକ ରିଆଲିଡ଼ି ସୋରୁ ପାଦ ରଖିଥିଲେ । ଚଳଚ୍ଚିତ୍ରରେ ଅଭିନୟ କରିବା ଦିନ ଠାରୁ ତାଙ୍କର ନାମକୁ ଅନେକ ସହ କଳାକାର ମାନଙ୍କ ସହିତ ଯୋଡ଼ା ଯାଇଛି । ତେବେ ବର୍ତ୍ତମାନ ଏଲିନା ତାଙ୍କର ସୋସିଆଲ ମିଡ଼ିଆ ସାଇଟରେ ତାଙ୍କ ମନ ପସନ୍ଦ celebrity ଙ୍କର ଫଟୋ ପୋଷ୍ଟ କରିଛନ୍ତି ।

♥️

A post shared by Elina⭐ (@rayelinasamantaray) on

ପ୍ରକୃତରେ କଥା କଣ କି ,ଏବେ କିଛି ଦିନ ପୂର୍ବେ ଏଲିନା ଅଷ୍ଟେଲିଆ କ୍ରିକେଟ ଖେଳାଳି ‘ସାନ ମାର୍ଶ’ ଙ୍କର କିଛି ଫଟୋକୁ ଯୋଡ଼ି ପୋଷ୍ଟ କରିଥିଲେ । ଏହା ପରେ ତାଙ୍କର ପ୍ରଂଶସକ ତାଙ୍କୁ “ବର୍ତ୍ତମାନ ସମସ୍ତଙ୍କର ପ୍ରିୟ ବିରାଟ କୋହଲୀ ତୁମର ସାନ ମାର୍ଶ କାହିଁକି” ଭଳି ଅନେକ ପ୍ରଶ୍ନ ପଚାରିଥିଲେ । ପଶୁ ମାନଙ୍କୁ ନିଜ ଜୀବନରୁ ଅଧିକ ଭଲ ପାଉଥିବା ଏଲିନାଙ୍କର କ୍ରିକେଟ ପ୍ରେମ ଦେଖି ପ୍ରଂଶସକ ବେଶ ଉତ୍ସୁକ ଅଛନ୍ତି ।