Lifestyle

ଗାଧୋଇବା ପୂର୍ବରୁ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଶରୀରକୁ ସୁନ୍ଦର ଏବଂ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ ଗାଧୋଇବା ନିହାତି ଦରକାର । ଯେଉଁମାନେ ପ୍ରତିଦିନ ଗାଧାନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବା ସହ ଚମକ ମଧ୍ୟ ଆସିଥାଏ । ଗାଧୋଇବା ଦ୍ୱାରା ଥକାପଣ ଦୂର ହେବା ସହ ଚିନ୍ତା ମଧ୍ୟ କମ ହୋଇଥାଏ । ସାସ୍ତ୍ର ଅନୂଯାୟୀ ସ୍ନାନ କରିବା ପରେ ହିଁ ଜଣେ ବ୍ୟକ୍ତି ଶୁଦ୍ଧ ହୋଇଥାଏ ଏବଂ ଏହା ପରେ ହିଁ ସେ କରୁଥିବା ଧର୍ମ-କର୍ମ କାମ ସଫଳ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏମିତି କିଛି କାମ ବି ଅଛି ଯାହାକୁ ସ୍ନାନ ପୂର୍ବରୁ କରିବା ଦ୍ୱାରା ଶରୀରକୁ ହାନି ପହଞ୍ଚିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ସ୍ନାନ ପୂର୍ବରୁ କେଉଁ ସବୁ ଜିନିଷ କଲେ ଶରୀର ରୋଗଗ୍ରସ୍ତ ହୋଇଥାଏ ।

ପଢନ୍ତୁ  ପୁରୁଷ ସହ ସମ୍ପର୍କ ନ ରଖି ବି ମା’ହେଉଛନ୍ତି କୁଆଁରୀ ଝିଅ

୧.ଗାଧୋଇବା ପୂର୍ବରୁ କିଛି କଠିନ ଜିନିଷ ଖାଆନ୍ତୁ ନାହିଁ । ଏହା ଦ୍ୱାରା ଖାଦ୍ୟ ହଜମ ନହେବା ସହ ଶରୀର ଅସୁସ୍ତ ହୋଇଥାଏ ।

୨.ଗାଧେଇବା ପୂର୍ବରୁ ପାଣି,ଦୁଗ୍ଧ,ଫଳ ବା ଆଖୁ ରସ ପିଅନ୍ତୁ ଏହା ତରଳ ଜିନିଷ ହୋଇଥିବାରୁ ସହଜରେ ହଜମ ହୋଯାଇଥାଏ ।

୩.ସ୍ନାନ ପୂର୍ବରୁ ଖାଇଲେ ଶରୀରରେ ଅନେକ ରୋଗ ଦେଖାଯାଇଥାଏ । ସବୁବେଳେ ସ୍ନାନ ସାରି ଖାଇବାକୁ ଚେଷ୍ଟା କରନ୍ତୁ ।