advertisement
News

ବିଜ୍ଞାପନ ପାଇଁ ମହିଳାଙ୍କ ଜଙ୍ଘ ବ୍ୟବହାର କରୁଛି ଚୀନ

ଚୀନ ଦୁନିଆରେ ଭିନ୍ନ ଏବଂ ନୂତନ କୌଶଳ ପାଇଁ ଜଣାଯାଇଥାଏ । ତେବେ ବର୍ତ୍ତମାନ ଚୀନରେ ବିଜ୍ଞାପନ ପାଇଁ ମହିଳା ମାନଙ୍କର ଜଙ୍ଘର ବ୍ୟବହାର କରାଯାଉଛି । ଆଜ୍ଞା ହଁ , ଆପଣ ଠିକ ପଢ଼ିଛନ୍ତି ଅଧିକ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଏକ ସାନିଟାରୀ ଟାଓ୍ଵାଲ କମ୍ପାନୀ ଏହି ଭିନ୍ନ ପନ୍ଥା ଆପଣାଇଛି ।

chaina

 

ଏହା ଦ୍ୱାରା ମହିଳା ମାନଙ୍କୁ ଆଣ୍ଠୁ ଉପରକୁ ଏକ ପୋଷାକ ପିନ୍ଧାଇ ତାଙ୍କ ଜଙ୍ଘରେ ବିକ୍ରି ଜିନିଷର ବିଜ୍ଞାପନ ଅଠାରେ ଲଗାଇ ଦିଆଯାଇଥାଏ ।ଏହାପରେ ମହିଳା ମାନଙ୍କୁ ଲୋକ ଭିଡ଼ ଥିବା ସ୍ଥାନରେ ବୁଲିବା ପାଇଁ ଛଡ଼ାଯାଇଥାଏ । ଯାହା ଦ୍ୱାରା ଅଧିକ ଲୋକ ମାନଙ୍କର ନଜର ମହିଳାଙ୍କ ଜଙ୍ଘରେ ପଡ଼ିବ ଏବଂ ସେମାନେ ବିଜ୍ଞାପନ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବେ । ଏଥିପାଇଁ ମହିଳା ମାନଙ୍କ ଭଲ ଟଙ୍କା ମିଳିବା ସହ ବିଜ୍ଞାପନ ଜିନିଷ କିଣିବା ପାଇଁ ଅଧିକ ଲୋକ ଆର୍କଷିତ ମଧ୍ୟ ହେଉଛନ୍ତି ।

ପଢନ୍ତୁ  ୧୫ ଲକ୍ଷର ଚାକିରି ଛାଡ଼ି ଦମ୍ପତି ଖୋଲିଲେ ଚା' ଦୋକାନ