Ollywood

ଆଜ୍‌-କଲ୍‌ ତେରେ ମେରେ ପ୍ୟାର’ର ଚର୍ଚ୍ଚା ନେଇ ଆସିଲେ ଗାୟକ ଫେଜଲ୍‌ ଅହମ୍ମଦ୍‌

ଓଡ଼ିଶାର ହୃଦୟ ଭୁବନେଶ୍ୱରୁ ବଲିଉଡ୍‌ ଗୀତ ‘ଆଜ୍‌-କଲ୍‌ ତେରେ ମେରେ ପ୍ୟାର’ ଗୀତକୁ ଭିଡ଼ିଓ କଭର୍‌ ପ୍ରସ୍ତୁତ କରିଛନ୍ତି ଗୀତିକାର ରୋଜାଲିନ୍‌ ସାହୁ ଏବଂ ଗାୟକ ଫେଜଲ୍‌ ଅହମ୍ମଦ୍‌ । ଗୀତଟିକୁ ୧୧ ମେ ରେ ୟୁଟ୍ୟୁବ୍‌ରେ ଶେୟାର କରାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ହଜାର ଦର୍ଶକ ଏହାକୁ ଦେଖିସାରିଲେଣି । ଏହାକୁ ଫେଜଲ୍‌ ଅହମ୍ମଦ୍‌ ଙ୍କ ଚ୍ୟାନେଲ୍‌ରେ ପ୍ରସ୍ତୁତ କରାଯାଇଥିବା ବେଳେ ଦର୍ଶକଙ୍କୁ ଏହା ବହୁ ସଂଖ୍ୟକ ପସନ୍ଦ ମଧ୍ୟ ଆସୁଛି।

ଯଦି ଆପଣଙ୍କୁ ମଧ୍ୟ ଏହି ଗୀତଟି ଭଲ ଲାଗିଲା ଏବଂ ଆଗକୁ ଫେଜଲ୍‌ ଙ୍କର ଆଉ ମଧୁଭରା ଗୀତ ଶୁଣିବାକୁ ଇଛା ରହିଛି ତେବେ ମନେ କରି ଏହି ଚ୍ୟାନେଲକୁ Subscribe, Like ଏବଂ Share କରିବାକୁ ଭୁଲନ୍ତୁ ନାହିଁ ।